କରୋନା ପାଇଁ ଖସିଲା ଭାରତୀୟ ସେୟାର ବଜାର

ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ ନୂଆଦିଲ୍ଲୀ: ଓମିକ୍ରନ ଭୟରେ ଆଜି ଭାରତୀୟ ସେୟାର ବଜାର ଦୋହଲି ଯାଇଛି। ଗୋଟିଏ ଦିନରେ ୭ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। ଆଜି ସେନସେକ୍ସ ୧୧ଶହ ୯୦ପଏଣ୍ଟ ତଳକୁ ଖସିଛି। ନିଫଟିରେ ମଧ୍ୟ ୩୭୧ପଏଣ୍ଟ ହ୍ରାସ ହୋଇଛି। ଦୁଇ ଦିନରେ ନିବେଶକ ହରାଇଲେଣି ପ୍ରାୟ ୧୧ ଲକ୍ଷ କୋଟି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ଧୀରେ ଧୀରେ … Continue reading କରୋନା ପାଇଁ ଖସିଲା ଭାରତୀୟ ସେୟାର ବଜାର